ଅର୍ଥ : ସଙ୍କେତ ରୂପରେ ହେଉଥିବା କଥନ
ଉଦାହରଣ :
କବିଙ୍କ ସାଙ୍କେତିକ କଥନର ମର୍ମ ବୁଝିବା ସହଜ ନୁହେଁ
ସମକକ୍ଷ : ସାଙ୍କେତିକ କଥନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅଙ୍ଗୁଳିଦ୍ୱାରା କରାଯାଇଥିବା ସଙ୍କେତ
ଉଦାହରଣ :
ହରିଶ୍ଚନ୍ଦ୍ର ଅଙ୍ଗୁଳି ସଙ୍କେତରେ ମୋତେ ଡାକୁଛନ୍ତି
ସମକକ୍ଷ : ଅଙ୍ଗୁଳି ସଙ୍କେତ
ଅନ୍ୟ ଭାଷାରେ ଅନୁବାଦ :
उँगली द्वारा किया जाने वाला संकेत।
हरिश्चन्द्र इशारे से मुझे बुला रहा है।ଅର୍ଥ : କୌଣସି ହାଲୁକା ଆଧାର ବା ସାହାରା
ଉଦାହରଣ :
ଟଳଟଳ ବିଶ୍ବାସର ସୂକ୍ଷ୍ମ ଆଧାର ଉପରେ ତିଷ୍ଠି ରହିଥିବା ସମ୍ବନ୍ଧ କେତେ ସମୟ ପର୍ଯ୍ୟନ୍ତ ରହି ପାରିବ
ସମକକ୍ଷ : ସୂକ୍ଷ୍ମ ଆଧାର
ଅନ୍ୟ ଭାଷାରେ ଅନୁବାଦ :
कोई हल्का आधार या सहारा।
डगमगाते विश्वास के सूक्ष्म आधार पर टिका संबंध कब तक बना रह सकता है।