ଅର୍ଥ : ଇରାକ ଦେଶରେ କୁହା ଯାଉଥିବା ଭାଷା
ଉଦାହରଣ :
ଇରାକରେ ରହୁରହୁ ସେ ଇରାକୀ ଭାଷା କହିବା ଶିଖିଗଲା
ସମକକ୍ଷ : ଇରାକୀ ଭାଷା
ଅର୍ଥ : ଇରାକ୍ ଦେଶର ନିବାସୀ
ଉଦାହରଣ :
କେତେଜଣ ଇରାକୀ ମୋର ଭଲ ବନ୍ଧୁ
ସମକକ୍ଷ : ଇରାକବାସୀ
ଅନ୍ୟ ଭାଷାରେ ଅନୁବାଦ :
वह व्यक्ति जो इराक देश का निवासी हो।
कई इराक़ी मेरे अच्छे मित्र हैं।ଅର୍ଥ : ଇରାକ୍ ଦେଶ ସହିତ ସମ୍ବନ୍ଧିତ ବା ଇରାକ୍ ଦେଶର
ଉଦାହରଣ :
ଇମଦ୍ ନାମକ ଜଣେ ଇରାକୀ ଛାତ୍ର ଆମ ଶିକ୍ଷକଙ୍କ ଦିଗ୍ଦର୍ଶନରେ ଗବେଷଣା କାର୍ଯ୍ୟ ଶେଷକଲେ
ଅନ୍ୟ ଭାଷାରେ ଅନୁବାଦ :