ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇନ୍ଫ୍ରାରେଡ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇନ୍ଫ୍ରାରେଡ୍   ବିଶେଷଣ

ଅର୍ଥ : ଆଲୋକର ତରଙ୍ଗ ଦୈର୍ଘ୍ୟରୁ ଅଧିକ ତଥା ରେଡ଼ିଓ ତରଙ୍ଗର ତରଙ୍ଗ ଦୈର୍ଘ୍ୟରୁ କମ ତରଙ୍ଗ ଦୈର୍ଘ୍ୟଯୁକ୍ତ

ଉଦାହରଣ : ସେ ଇନ୍ଫ୍ରାରେଡ୍ ରଶ୍ମି ବିଷୟରେ ଅଧିକ ଜାଣିଛି

ସମକକ୍ଷ : ଇନ୍ଫ୍ରାରେଡ୍ ରଶ୍ମି


ଅନ୍ୟ ଭାଷାରେ ଅନୁବାଦ :

प्रकाश के तरंग दैर्ध्य से अधिक तथा रेडियो तरंगों के तरंग दैर्ध्य से कम तरंग दैर्ध्य वाला।

वह अवरक्त किरणों के विषय में अधिक जानता है।
अधोरक्त, अवरक्त, इंफ्रारेड, इन्फ्रारेड