ଅର୍ଥ : ଯେଉଁ ଅଦ୍ଭୁତ ଖେଳ ବା କର୍ମର ରହସ୍ୟ ଦର୍ଶକମାନେ ବୁଝିପାରନ୍ତି ନାହିଁ
ଉଦାହରଣ :
ଜାଦୁଗର ଜାଦୁରେ ମିଠେଇ ବନାଇଲେ
ସମକକ୍ଷ : ଚମତ୍କାର, ଜାଦୁ, ଜାଦୁଗରୀ
ଅନ୍ୟ ଭାଷାରେ ଅନୁବାଦ :
An illusory feat. Considered magical by naive observers.
conjuration, conjuring trick, deception, illusion, legerdemain, magic, magic trick, thaumaturgy, trickଅର୍ଥ : ଭୋଜବାଜି ବା ଚମତ୍କାରିତା କରୁଥିବା କ୍ରିୟା
ଉଦାହରଣ :
ସେ ଇନ୍ଦ୍ରଜାଲ କରୁଛନ୍ତି
ସମକକ୍ଷ : ଗୁଣିଗାରେଡି
ଅନ୍ୟ ଭାଷାରେ ଅନୁବାଦ :
रसायन या कीमिया बनाने की क्रिया।
वह कीमियागरी करता है।ଅର୍ଥ : ଅର୍ଜୁନଙ୍କର ଗୋଟିଏ ଅସ୍ତ୍ର
ଉଦାହରଣ :
ଅର୍ଜୁନ ଶତ୍ରୁମାନଙ୍କ ଉପରକୁ ଇନ୍ଦ୍ରଜାଲ ଛାଡିଲେ
ସମକକ୍ଷ : ଇଂଦ୍ରଜାଲ
ଅନ୍ୟ ଭାଷାରେ ଅନୁବାଦ :
अर्जुन का एक अस्त्र।
अर्जुन ने शत्रुओं पर इंद्रजाल छोड़ा।