ଅର୍ଥ : ରାସ୍ତା ଭୁଲି ଏଣେ ତେଣେ ବୁଲିବା
ଉଦାହରଣ :
ନୂଆ ସହରରେ ରାସ୍ତା ଭୁଲି ସେ ଏଣେ ତେଣେ ବୁଲିଲା ଓ ଷ୍ଟେସନରେ ପହଞ୍ଚିଗଲା
ସମକକ୍ଷ : ପଥ ହୁଡ଼ିବା, ବାଟ ଭୁଲିବା
ଅନ୍ୟ ଭାଷାରେ ଅନୁବାଦ :
रास्ता भूलकर इधर-उधर चले जाना।
नए शहर में वह भटक गया और स्टेशन पहुँच गया।