ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇଜରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇଜରା   ବିଶେଷ୍ୟ

ଅର୍ଥ : ଦିୱାନୀ ଅଦାଲତରେ ମିଳିଥିବା ଜୟପତ୍ର ବା ଡିଗ୍ରୀକୁ କାର୍ଯ୍ୟକାରୀ କରାଇବା ନିମନ୍ତେ କରାଯାଉଥିବା କାର୍ଯ୍ୟାନୁଷ୍ଠାନ

ଉଦାହରଣ : ଇଜରା ଡିଗ୍ରୀ ନିମନ୍ତେ ବାପା ଅଦାଲତକୁ ଯାଇଛନ୍ତି

ସମକକ୍ଷ : ଇଜରା ଡିଗ୍ରୀ


ଅନ୍ୟ ଭାଷାରେ ଅନୁବାଦ :

दीवानी न्यायालय से मिले हुए जय-पत्र या डिगरी को कार्यान्वित कराने के लिए की जाने वाली कार्रवाई।

पिताजी इजरा के लिए न्यायालय गए हैं।
इजरा