ଅର୍ଥ : ବୁଝିବିଚାରି ଚୟନ, ନିର୍ଣ୍ଣୟ ଆଦି ନେବାର କ୍ଷମତା
ଉଦାହରଣ :
ସେ ତାଙ୍କ ଦୃଢ଼ ଇଚ୍ଛାଶକ୍ତି ବଳରେ ହିଁ ରାଷ୍ଟ୍ରପତି ହେଲେ
ଅନ୍ୟ ଭାଷାରେ ଅନୁବାଦ :
* सोच-समझकर चयन, निर्णय आदि लेने की क्षमता।
वह अपनी दृढ़ इच्छा शक्ति के बलबूते ही राष्ट्रपति बना।