ଅର୍ଥ : କୌଣସି କଥା କିମ୍ବା ବସ୍ତୁ ଇତ୍ୟାଦି ପ୍ରାପ୍ତି ଆଡ଼କୁ ଧ୍ୟାନ ଯିବା
ଉଦାହରଣ :
ମୋର କିଛି ଖାଇବାପାଇଁ ଇଚ୍ଛା ହେଉଛି
ସମକକ୍ଷ : ଅଭିଳାଷ କରିବା, ଚାହିଁବା, ମନ ହେବା
ଅନ୍ୟ ଭାଷାରେ ଅନୁବାଦ :
किसी बात या वस्तु आदि की प्राप्ति की ओर ध्यान जाना।
मुझे कुछ खाने की इच्छा है।ଅର୍ଥ : ଇଚ୍ଛା କରିବା ବା କାମନା କରିବା
ଉଦାହରଣ :
ଚପରାଶୀ ଘରକୁ ଯିବାକୁ ଇଚ୍ଛା କରୁଛି
ସମକକ୍ଷ : ଇଚ୍ଛା କରିବା, କାମନା କରିବା, ବାଞ୍ଛା କରିବା, ମନ କରିବା, ମନହେବା
ଅନ୍ୟ ଭାଷାରେ ଅନୁବାଦ :
इच्छा करना या कामना करना।
चपरासी घर जाने की इच्छा कर रहा है।