ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆୟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆୟା   ବିଶେଷ୍ୟ

ଅର୍ଥ : ପିଲାଙ୍କୁ ଦେଖାଶୁଣା କରୁଥିବା ସ୍ତ୍ରୀ

ଉଦାହରଣ : ଚାକିରିଆ ସ୍ତ୍ରୀଲୋକମାନେ ନିଜ ପିଲାମାନଙ୍କୁ ଦେଖାଶୁଣା କରିବାପାଇଁ ଆୟା ରଖୁଛନ୍ତି

ସମକକ୍ଷ : ଧାଈ


ଅନ୍ୟ ଭାଷାରେ ଅନୁବାଦ :

बच्चे की देखभाल करने व खेलाने वाली दासी।

कामकाजी महिलाएँ अपने बच्चों की देख-रेख के लिए दाई रख लेती हैं।
दाई

A woman who is the custodian of children.

nanny, nurse, nursemaid