ଅର୍ଥ : ଶକ୍ତି ବା ବଳ ଦ୍ୱାରା ନିଜ ଅଧିକାରକୁ ନେବା
ଉଦାହରଣ :
ସେନା ଦୁର୍ଗକୁ କାବୁ କରିନେଲେ
ସମକକ୍ଷ : ଅକ୍ତିଆର କରିବା, ଅଧିକାର କରିନେବା, କବ୍ଜା କରିବା, କାବୁ କରିବା
ଅନ୍ୟ ଭାଷାରେ ଅନୁବାଦ :
शक्ति या बल द्वारा अपने अधिकार में लेना।
सेना ने किले पर कब्जा किया।ଅର୍ଥ : କୌଣସି ମନୋବେଗକୁ ରୋକିବା
ଉଦାହରଣ :
ଜୀବନ -ମରଣ ତ ନିୟତିର ଖେଳ, ଆପଣ ଶୋକାକୁଳ ହୁଅନ୍ତୁ ନାହିଁ, ନିଜେ ନିଜକୁ ସମ୍ଭାଳନ୍ତୁ
ସମକକ୍ଷ : ସଂଯତ କରିବା, ସମ୍ଭାଳିବା, ସହିବା, ସ୍ଥିର ରହିବା
ଅନ୍ୟ ଭାଷାରେ ଅନୁବାଦ :