ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆହାରିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆହାରିକ   ବିଶେଷ୍ୟ

ଅର୍ଥ : ଜୈନ ମତାନୁସାରେ ଆତ୍ମାର ପାଞ୍ଚ ପ୍ରକାର ଶରୀର ଭିତରୁ ଗୋଟିଏ ଯାହା ମନୁଷ୍ୟର ଆହାର-ବିହାର ଆଦିର କର୍ତ୍ତା ଏବଂ ଭୋକ୍ତା

ଉଦାହରଣ : ସ୍ଥୂଳ ଶରୀର ଆତ୍ମା ଠାରୁ ଭିନ୍ନ

ସମକକ୍ଷ : ପାର୍ଥିବ ଶରୀର, ସ୍ଥୂଳ ଶରୀର


ଅନ୍ୟ ଭାଷାରେ ଅନୁବାଦ :

जैन मतानुसार आत्मा के पाँच प्रकार के शरीरों में से एक जो मनुष्य के आहार-विहार आदि का कर्ता और भोक्ता है।

आहारिक आत्मा से भिन्न है।
आहारिक, पार्थिव शरीर, स्थूल शरीर