ଅର୍ଥ : ପାନ ରଖାଯାଉଥିବା ଟୋକେଇ ତଳେ ବିଚ୍ଛା ଯାଉଥିବା ଆସ୍ତରଣ
ଉଦାହରଣ :
ପାନେରା ପାନ ରଖିବା ପୂର୍ବରୁ ପାନଡାଲାରେ ଆସ୍ତରଣ ବିଚ୍ଛାଉଛି
ଅନ୍ୟ ଭାଷାରେ ଅନୁବାଦ :
पान रखनेवाले टोकरे में नीचे बिछाई जानेवाली पत्तल।
तंबोली पान रखने से पहले टोकरे में पतरा बिछा रहा है।ଅର୍ଥ : ବିଛାଇବା, ଢାଙ୍କିବା, ବା ପ୍ରସାରଣ କ୍ରିୟା ବା ଭାବ
ଉଦାହରଣ :
ମାଆ ବର୍ତ୍ତମାନ ଆସ୍ତରଣ କାମରେ ବ୍ୟସ୍ତ ଅଛନ୍ତି
ସମକକ୍ଷ : ଆସ୍ତରଣ କାମ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯଜ୍ଞ ବେଦୀ ଉପରେ ପକାଯାଉଥିବା କୁଶ
ଉଦାହରଣ :
ପଣ୍ଡିତେ ଆସ୍ତରଣ ଉପରେ କାଠ ସଜାଉଛନ୍ତି
ଅନ୍ୟ ଭାଷାରେ ଅନୁବାଦ :