ଅର୍ଥ : ଘର, ଗୃହସ୍ଥିଆଦିର ବା କୌଣସି କାମ କରିବାପାଇଁ ଆବଶ୍ୟକ ସବୁ ଜିନିଷ
ଉଦାହରଣ :
ସ୍ଥାନାନ୍ତରଣ ପରେ ମୋତେ ଜିନିଷ ଠିକ୍ କରିବାକୁ ସମୟ ଲାଗିଗଲା
ଅନ୍ୟ ଭାଷାରେ ଅନୁବାଦ :
घर, गृहस्थी आदि की या कोई काम चलाने की चीज़ें।
स्थानांतरण के बाद मुझे सामान ठीक करने में समय लग गया।ଅର୍ଥ : ବାଉଁଶ, କାଠ, ଧାତୁଆଦିରେ ତିଆରି ଚେୟାର, ମେଜ, ଖଟଆଦି
ଉଦାହରଣ :
ମୋତେ ଘରପାଇଁ ନୂଆ ଆସବାବପତ୍ର କିଣିବାକୁ ଅଛି
ସମକକ୍ଷ : ଫର୍ନିଚର
ଅନ୍ୟ ଭାଷାରେ ଅନୁବାଦ :
Furnishings that make a room or other area ready for occupancy.
They had too much furniture for the small apartment.ଅର୍ଥ : ସମସ୍ତ ଘରକରଣା ସାମଗ୍ରୀ
ଉଦାହରଣ :
ଖରାଦିନ ଛୁଟି ହେଲାକ୍ଷଣି ସେ ନିଜର ପେଡ଼ିପୁଟୁଳା ବାନ୍ଧି ଘରକୁ ଫେରିଲା
ସମକକ୍ଷ : ଘର କରଣା ସାମଗ୍ରୀ, ପେଡ଼ିପୁଟୁଳା
ଅନ୍ୟ ଭାଷାରେ ଅନୁବାଦ :
घर गृहस्थी का सारा सामान।
गर्मी की छुट्टी होते ही वह अपना बोरिया-बिस्तर बाँधकर घर के लिए प्रस्थान किया।