ଅର୍ଥ : ଯାହାଙ୍କ ସମୟ ହୋଇଗଲାଣି ବା ଯେ ବହୁତ ଶୀଘ୍ର ପିଲାକୁ ଜନ୍ମ ଦେବାକୁ ଯାଉଛନ୍ତି
ଉଦାହରଣ :
ହସ୍ପିଟାଲ୍ର ସେବିକାମାନେ ଆସନ୍ନପ୍ରସବାମାନଙ୍କର ଦେଖାଶୁଣା କରୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
वह जिसके गर्भ के दिन पूरे हो गए हों या जो बहुत ही जल्द बच्चे को जन्म देने वाली हो।
अस्पताल में परिचारिकाएँ आसन्नप्रसवाओं की देख-रेख कर रही हैं।ଅର୍ଥ : ଯେଉଁ ଗର୍ଭିଣୀର ପ୍ରସବ ସମୟ ହୋଇଗଲାଣି ବା ଯେ ବହୁତ ଶୀଘ୍ର ସନ୍ତାନ ଜନ୍ମ ଦେବ
ଉଦାହରଣ :
ଆସନ୍ନପ୍ରସବା ମହିଳା କଷ୍ଟରେ ଚିତ୍କାର କରୁଛି
ଅନ୍ୟ ଭାଷାରେ ଅନୁବାଦ :
जिसके दिन पूर गए हों या जो बहुत ही जल्द संतान को जन्म देने वाली हो (गर्भिणी)।
आसन्नप्रसवा महिला दर्द से चिल्ला रही है।