ଅର୍ଥ : ଶରୀର ଭିତରେ ଥଳି ଆକାରର ଏଭଳି କୌଣସି ଅଙ୍ଗ ବା ରିକ୍ତ-ସ୍ଥାନ ଯେଉଁଥିରେ କୌଣସି ବିଶିଷ୍ଟ କ୍ରିୟା କରୁଥିବା ତତ୍ତ୍ବ ବା ଶକ୍ତି ଥାଏ
ଉଦାହରଣ :
ଆମ ଶରୀରରେ ଆମାଶୟ, ଗର୍ଭାଶୟ, ପିତ୍ତାଶୟ, ମୂତ୍ରାଶୟ ଆଦି ଅଛି
ଅନ୍ୟ ଭାଷାରେ ଅନୁବାଦ :
शरीर के अंदर थैली के आकार का कोई ऐसा अंग या रिक्त-स्थान जिसमें कोई विशिष्ट क्रिया करनेवाला तत्त्व या शक्ति रहती हो।
हमारे शरीर में आमाशय, गर्भाशय, पित्ताशय, मूत्राशय आदि हैं।