ଅର୍ଥ : ଯାହାକୁ କେଉଁଠାରେ ଆଶ୍ରୟ ମିଳେ ନାହିଁ
ଉଦାହରଣ :
ଏହି ସଂସ୍ଥା ଆଶ୍ରାହୀନ ଲୋକମାନଙ୍କୁ ଆଶ୍ରୟ ପ୍ରଦାନ କରିଥାଏ
ସମକକ୍ଷ : ଅନାଶ୍ରିତ, ଆଶ୍ରାହୀନ, ନିରାଶ୍ରିତ, ନିରାଶ୍ରୟ
ଅନ୍ୟ ଭାଷାରେ ଅନୁବାଦ :
Poor enough to need help from others.
destitute, impoverished, indigent, necessitous, needy, poverty-strickenଅର୍ଥ : ବିନା ବାସ ଗୃହରେ ବା ଯାହାର ବାସଗୃହ ନାହିଁ
ଉଦାହରଣ :
ସରଯୂ ନଦୀରେ ଆସିଥିବା ଭୀଷଣ ବଢ଼ି ହଜାରହଜାର ଲୋକଙ୍କୁ ବାସହୀନ କରିଦେଲା
ସମକକ୍ଷ : ଅନିକେତ, ଆବାସହୀନ, ଗୃହବିହୀନ, ଗୃହହୀନ, ବାସହୀନ, ବେଘର
ଅନ୍ୟ ଭାଷାରେ ଅନୁବାଦ :
Physically or spiritually homeless or deprived of security.
Made a living out of shepherding dispossed people from one country to another.ଅର୍ଥ : ଯାହାର କେହି ପାଳନ-ପୋଷଣକାରୀ ନାହାନ୍ତି
ଉଦାହରଣ :
ଶ୍ୟାମ ନିଜର ସାରା ଜୀବନ ଅନାଥ ଶିଶୁଙ୍କ ପାଳନପୋଷଣରେ ବିତାଇଦେଲା
ସମକକ୍ଷ : ଅନାଥ, ଅସହାୟ, ଛେଉଁଣ୍ଡ, ପିତୃମାତୃହୀନ
ଅନ୍ୟ ଭାଷାରେ ଅନୁବାଦ :