ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ବ୍ୟକ୍ତିଙ୍କ ଉପରେ ଆରୋପ ଲାଗିଛି
ଉଦାହରଣ : ସେ ହତ୍ୟାର ଆରୋପୀକୁ କ୍ଷମା କରିଦେଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह व्यक्ति जिस पर आरोप लगा हो।
A defendant in a criminal proceeding.
ଅର୍ଥ : ଯାହାଉପରେ ଦୋଷାରୋପ ହୋଇଛି
ଉଦାହରଣ : ଦୋଷୀ ବ୍ୟକ୍ତିର କିଛି ଠିକଣା ନାହିଁ
ସମକକ୍ଷ : ଦୋଷକାରୀ, ଦୋଷଯୁକ୍ତ, ଦୋଷାଶ୍ରିତ, ଦୋଷୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
जिस पर आरोप लगा हो।
ସଂସ୍ଥାପନ କରନ୍ତୁ