ଅର୍ଥ : କୌଣସି କାମ ଓ ରୋଗଆଦିର ସମାପ୍ତି ପରେ ହେଉଥିବା ସୁଖଦ ଅନୁଭବ
ଉଦାହରଣ :
ଔଷଧ ଖାଇଲାପରେ ହିଁ ମୋର ମୁଣ୍ଡ ବ୍ୟଥାରୁ ଉପଶମ ମିଳିଲା
ସମକକ୍ଷ : ଉପଶମ
ଅନ୍ୟ ଭାଷାରେ ଅନୁବାଦ :
The feeling that comes when something burdensome is removed or reduced.
As he heard the news he was suddenly flooded with relief.ଅର୍ଥ : ବୋଝ,ଭାର,ଉତ୍ତରଦାୟିତ୍ବ ଆଦିରୁ ମୁକୁଳିବା ପରେ ହେଉଥିବା ସହଜବୋଧସହଜଭାବ
ଉଦାହରଣ :
ବିବାହ ସାରିବାପରେ ସେ ଆରାମରେ ନିଶ୍ବାସ ନେଲେ
ଅନ୍ୟ ଭାଷାରେ ଅନୁବାଦ :
बोझ, भार, उत्तरदायित्व आदि से छुट्टी मिलने पर होने वाली आसानी या सुगमता।
विवाह निपटाने के बाद उसने राहत की साँस ली।ଅର୍ଥ : ଅନୁକୁଳ ଓ ପ୍ରିୟ ଅନୁଭବ ଯାହାକୁ ସବୁବେଳେ ମଣିଷ କାମନା କରେ
ଉଦାହରଣ :
ତୃଷ୍ଣାକୁ ତ୍ୟାଗ କରିଦେଲେ କେବଳ ସୁଖ ହିଁ ସୁଖ
ଅନ୍ୟ ଭାଷାରେ ଅନୁବାଦ :
A feeling of extreme pleasure or satisfaction.
His delight to see her was obvious to all.ଅର୍ଥ : କୌଣସି କାର୍ଯ୍ୟ କରିବା ସମୟରେ କିଛି କାଳ ଅଟକି ଯାଇ ଶରୀରକୁ ଆରାମ ଦେବାର କ୍ରିୟା
ଉଦାହରଣ :
ଥକିଯିବାପରେ ବିଶ୍ରାମ ଆବଶ୍ୟକ
ସମକକ୍ଷ : ବିଶ୍ରାମ
ଅନ୍ୟ ଭାଷାରେ ଅନୁବାଦ :
Freedom from activity (work or strain or responsibility).
Took his repose by the swimming pool.