ଅର୍ଥ : ପୂଜାକରିବା ସମୟରେ ମନ୍ତ୍ରଦ୍ବାରା କୌଣସି ଦେବତାଙ୍କୁ ନିଜ ପାଖକୁ ଆମନ୍ତ୍ରଣ କରିବାର କାର୍ଯ୍ୟ
ଉଦାହରଣ :
ଦେବତାମାନଙ୍କୁ ଆବାହନ ପରେ ପୂଜା ଆରମ୍ଭ ହେଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଶୁଭ ଇତ୍ୟାଦି କାମରେ ସମ୍ମିଳିତ ହେବାପାଇଁ ବନ୍ଧୁବାନ୍ଧବଆଦିଙ୍କୁ ନିଜ ପାଖକୁ ଡକାଇବା କ୍ରିୟା
ଉଦାହରଣ :
ଆଜି ମୋ ବନ୍ଧୁଙ୍କଠାରୁ ନିମନ୍ତ୍ରଣ ଆସିଛି
ସମକକ୍ଷ : ନିମନ୍ତ୍ରଣ
ଅନ୍ୟ ଭାଷାରେ ଅନୁବାଦ :
A request (spoken or written) to participate or be present or take part in something.
An invitation to lunch.