ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆବିର୍ଭାବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆବିର୍ଭାବ   ବିଶେଷ୍ୟ

ଅର୍ଥ : ସାମ୍ନାକୁ ଆସିବା ବା ପ୍ରକଟ ହେବା କ୍ରିୟା ବା ଭାବ

ଉଦାହରଣ : ଖମ୍ବରୁ ନରସିଂହଙ୍କ ଆବିର୍ଭାବ ହୋଇଥିଲା

ସମକକ୍ଷ : ପ୍ରକଟନ, ପ୍ରକଟୀକରଣ


ଅନ୍ୟ ଭାଷାରେ ଅନୁବାଦ :

सामने आने या प्रकट होने की क्रिया या भाव।

नरसिंह का प्रकटीकरण खंभे से हुआ था।
आविर्भाव, प्रकटन, प्रकटीकरण, प्राकट्य, प्रादुर्भाव

(theology) the origination of the Holy Spirit at Pentecost.

The emanation of the Holy Spirit.
The rising of the Holy Ghost.
The doctrine of the procession of the Holy Spirit from the Father and the Son.
emanation, procession, rise

ଅର୍ଥ : ପ୍ରଥମେ ଅସ୍ତିତ୍ୱସହ ଯୁକ୍ତ ହେବା

ଉଦାହରଣ : ପୃଥିବୀରେ ସର୍ବ ପ୍ରଥମେ ଏକକୋଷୀୟ ଜୀବଙ୍କର ଉତ୍ପତ୍ତି ହୋଇଥିଲା

ସମକକ୍ଷ : ଉତ୍ପତ୍ତି, ଉଦ୍‌ଭବ, ଉଦୟ, ଜନ୍ମ


ଅନ୍ୟ ଭାଷାରେ ଅନୁବାଦ :

पहले-पहल अस्तित्व में आने की क्रिया या भाव।

पृथ्वी पर सबसे पहले एककोशीय जीवों की उत्पत्ति हुई।
अधिजनन, अभ्युत्थान, आजान, आविर्भाव, उतपति, उत्पत्ति, उदय, उद्गम, उद्भव, उद्भावना, जन्म, धाम, पैदाइश, पैदायश, प्रसूति, प्रादुर्भाव, भव

The gradual beginning or coming forth.

Figurines presage the emergence of sculpture in Greece.
emergence, growth, outgrowth