ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗୋଲ ବା ପାନ ଆକାରର ତିଆରି ହୋଇଥିବା ଜରିପକା ପଙ୍ଖା ଯାହା ଉପରେ ସୂର୍ଯ୍ୟ ଚିହ୍ନ ଥାଏ ଏବଂ ଯେ ବରଯାତ୍ରୀ, ଶୋଭାଯାତ୍ରା ଆଦିରେ ପତାକା ଧରି ଆଗେଆଗେ ଚାଲେ
ଉଦାହରଣ : ରାଜାଙ୍କ ଶୋଭାଯାତ୍ରା ଆଗରେ ଏକ ସିପାହୀ ଆଫତାବୀ ଧରି ଚାଲୁଥିଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
गोल या पान के आकार का बना हुआ जरदोजी पंखा जिस पर सूर्य का चिन्ह्र बना रहता है और जो बारात, जलूसों आदि में झंडे के साथ आगे आगे चलता है।
ଅର୍ଥ : ଏକ ପ୍ରକାର ଆତଶବାଜୀ
ଉଦାହରଣ : ସେ ଦୁଇ ପ୍ୟାକେଟ୍ ବାଣ କିଣିଲା
ସମକକ୍ଷ : ଆତଶବାଜୀ, ବାଣ
एक प्रकार की आतिशबाजी।
ସଂସ୍ଥାପନ କରନ୍ତୁ