ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଆଫଗାନିସ୍ତାନର ନିବାସୀ
ଉଦାହରଣ : ବୋମା ବିସ୍ଫୋଟରେ ପଚାଶ ଆଫଗାନୀ ଆଘାତ ହୋଇଗଲେ
ସମକକ୍ଷ : ଆଫଗାନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
अफ़ग़ानिस्तान में रहनेवाला व्यक्ति।
A native or inhabitant of Afghanistan.
ଅର୍ଥ : ଆଫଗାନିସ୍ଥାନ ସଂବନ୍ଧିତ ବା ଆଫଗାନିସ୍ଥାନର
ଉଦାହରଣ : ଆଫଗାନୀ ପଠାଣ ସର୍ବଦା ଶୁଖିଲା ଫଳ ବିକ୍ରି କରିବାପାଇଁ ଆସୁଥିଲେ
अफ़ग़ानिस्तान का या वहाँ के निवासी, भाषा, संस्कृति इत्यादि से संबंधित।
Of or relating to or characteristic of Afghanistan or its people.
ଅର୍ଥ : ଆଫଗାନିସ୍ତାନରେ ରହିବା ବ୍ୟକ୍ତି
ଉଦାହରଣ : ଭାରତୀୟ ସୀମା ରକ୍ଷକମାନେ କିଛି ଆଫଗାନୀଲୋକଙ୍କୁ ସୀମା ପାର ହେବା ସମୟରେ ଧରିଲେ
ସଂସ୍ଥାପନ କରନ୍ତୁ