ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆନୁବଂଶିକତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆନୁବଂଶିକତା   ବିଶେଷ୍ୟ

ଅର୍ଥ : ସେହି ଜୈବିକ ପ୍ରକ୍ରିୟା ଅନ୍ତର୍ଗତ କୌଣସି ମାତା ପିତାଙ୍କ ଆନୁବଂଶିକ ଗୁଣ ସେମାନଙ୍କ ସନ୍ତାନମାନେ ଉତ୍ତରାଧିକାର ସୂତ୍ରରେ ପାଇଥାନ୍ତି

ଉଦାହରଣ : ଗ୍ରେଗର୍‌ ଜାନ୍‌ ମେଣ୍ଡଲ୍‌ ଆନୁବଂଶିକତାର ଜନକ ଥିଲେ

ସମକକ୍ଷ : ବଂଶାନୁକ୍ରମିକତା, ବଂଶାନୁଗତତା


ଅନ୍ୟ ଭାଷାରେ ଅନୁବାଦ :

वह जैविक प्रक्रिया जिसके अंतर्गत किसी माता-पिता के आनुवंशिक गुण उनकी संतानों में आ जाते हैं।

ग्रेगर जान मेंडल आनुवंशिकता के जनक थे।
आनुवंशिकता, वंशानुक्रमिकता, वंशानुगतता

The biological process whereby genetic factors are transmitted from one generation to the next.

heredity