ଅର୍ଥ : ଘରଆଦି ତିଆରି କରିବା ସମୟରେ ତାହାର ମୂଳଭାଗ ଯାହା କାନ୍ଥର ଦୃଢତା ନିମନ୍ତେ ଜମି ଖୋଳି ଏବଂ ସେଥିରେ କାନ୍ଥର ଯୋଡ଼ାଇ ଆରମ୍ଭକରି ତିଆରି କରାଯାଏ
ଉଦାହରଣ :
ନିଅଁ ମଜବୁତ୍ ରହିଲେ ବହୁତଳ ବିଶିଷ୍ଟ କୋଠା ତିଆରି କରାଯାଇପାରେ
ସମକକ୍ଷ : ଆଲମ୍ବନ, ନିଅଁ, ମୂଳ, ମୂଳଦୁଆ
ଅନ୍ୟ ଭାଷାରେ ଅନୁବାଦ :
Lowest support of a structure.
It was built on a base of solid rock.ଅର୍ଥ : କୌଣସି ବସ୍ତୁର ଅଚଳ ଅଂଶ
ଉଦାହରଣ :
ଏହି କମ୍ପ୍ୟୁଟରର ଆଧାର ଭାଙ୍ଗିଗଲା ଏହି ଚଉକୀର ଗୋଟିଏ ଗୋଡ଼ ଭାଙ୍ଗିଗଲା
ଅନ୍ୟ ଭାଷାରେ ଅନୁବାଦ :
The lower part of anything.
Curled up on the foot of the bed.ଅର୍ଥ : ମାନବ ନିର୍ମିତ ଏକ ବସ୍ତୁ ଯେଉଁଥିରେ କିଛି ରଖାଯାଏ
ଉଦାହରଣ :
ସେ କୁକୁରମାନଙ୍କୁ ମାଟିପାତ୍ରରେ କ୍ଷୀର ପିଆଉଛି
ଅନ୍ୟ ଭାଷାରେ ଅନୁବାଦ :
Any object that can be used to hold things (especially a large metal boxlike object of standardized dimensions that can be loaded from one form of transport to another).
containerଅର୍ଥ : ସେହି ଅନ୍ତନିର୍ହିତ ମୂଳଭୂତ ପୂର୍ବାନୁମାନ ଯାହା କୌଣସି କଥାର ସ୍ପଷ୍ଟୀକରଣ ନିମନ୍ତେ ଆବଶ୍ୟକ ହୁଏ
ଉଦାହରଣ :
ଆପଣ କେଉଁ ଆଧାରରେ ମୋତେ ଏଭଳି କହୁଛନ୍ତି?
ଅନ୍ୟ ଭାଷାରେ ଅନୁବାଦ :
वह अंतर्निहित मूलभूत पूर्वानुमान जो किसी बात के स्पष्टीकरण के लिए आवश्यक हो।
आप मुझे किस आधार पर ऐसा कह रहे हैं।The fundamental assumptions from which something is begun or developed or calculated or explained.
The whole argument rested on a basis of conjecture.ଅର୍ଥ : କୌଣସି ଦ୍ରବ୍ୟ ପ୍ରସ୍ତୁତିରେ ଆଧାର ରୂପେ ଲୋଡାପଡ଼ୁଥିବା ସାମଗ୍ରୀ
ଉଦାହରଣ :
ଚନ୍ଦନର ତେଲ ଯେ କୌଣସି ଅତର ପାଇଁ ପ୍ରଥମ ଉପାଦାନ
ସମକକ୍ଷ : ପ୍ରଥମ ଉପାଦାନ
ଅନ୍ୟ ଭାଷାରେ ଅନୁବାଦ :
The principal ingredient of a mixture.
Glycerinated gelatin is used as a base for many ointments.