ଅର୍ଥ : ଅତ୍ରି ଗୋତ୍ରର ସ୍ତ୍ରୀ
ଉଦାହରଣ :
ଅପାଳା ମଧ୍ୟ ଜଣେ ଆତ୍ରେୟୀ ଥିଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବେଦାନ୍ତରେ ଭଲ ଜ୍ଞାନ ଲାଭ କରିଥିବା ଅତ୍ରି ବଂଶର ଜଣେ ତପସ୍ବିନୀ ସ୍ତ୍ରୀ
ଉଦାହରଣ :
ଆତ୍ରେୟୀ ନିଜ ଜ୍ଞାନପାଇଁ ପ୍ରସିଦ୍ଧ ଥିଲେ
ଅନ୍ୟ ଭାଷାରେ ଅନୁବାଦ :
अत्रि वंश की एक तपस्विनी स्त्री जो वेदांत की अच्छी ज्ञाता थी।
आत्रेयी अपने ज्ञान के लिए प्रसिद्ध थी।