ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆତ୍ମସର୍ମପଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆତ୍ମସର୍ମପଣ   ବିଶେଷ୍ୟ

ଅର୍ଥ : ନିଜକୁ କାହାରି ହାତରେ ସର୍ମପଣ କରିବା କିମ୍ବା ସଂପୂର୍ଣ୍ଣଭାବେ କାହାରି ବଶବର୍ତ୍ତୀ ହୋଇ ତାଙ୍କ ଅଧୀନସ୍ଥ ହେବାର ପ୍ରକ୍ରିୟା

ଉଦାହରଣ : ଆତଙ୍କବାଦୀମାନେ ପୋଲିସ ଆଗରେ ଆତ୍ମସର୍ମପଣ କଲେ


ଅନ୍ୟ ଭାଷାରେ ଅନୁବାଦ :

अपने आप को किसी के हाथ सौंपने या पूरी तरह से किसी के वश में या अधीन हो जाने की क्रिया।

आतंकवादियों ने पुलिस के सामने आत्मसमर्पण कर दिया।
आत्मसमर्पण