ଅର୍ଥ : ଯାହାଦ୍ୱାରା ଆତଙ୍କ ବା ଭୟ ସୃଷ୍ଟି ହୁଏ
ଉଦାହରଣ :
ଆମେ ସହରରେ ବ୍ୟାପିଥିବା ଆତଙ୍କଠାରୁ ଦୂରରେ ରହିବାକୁ ହେବ
ସମକକ୍ଷ : ଭୟ
ଅନ୍ୟ ଭାଷାରେ ଅନୁବାଦ :
जिससे दहशत पैदा हो या जिससे डर लगे।
हमें शहर में फैले हुए दहशत-अंगेज़ों से बच कर रहना होगा।ଅର୍ଥ : ବହୁତ କଠୋର ବ୍ୟବହାର, ଅତ୍ୟାଚାର, ପ୍ରକୋପଆଦି କାରଣରୁ ଲୋକଙ୍କ ମନରେ ଉତ୍ପନ୍ନ ହେଉଥିବା ଭୟ
ଉଦାହରଣ :
କାଶ୍ମୀରରେ ଉଗ୍ରବାଦୀମାନଙ୍କର ଆତଙ୍କ ବ୍ୟାପ୍ତ ହୋଇଛି
ସମକକ୍ଷ : ଭୟ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲୋକଙ୍କ ମଧ୍ୟରେ ହଇଚଇ ବା ଡର ସୃଷ୍ଟି କରୁଥିବା ଅବସ୍ଥା
ଉଦାହରଣ :
ଗୁଳି ଚାଲିବା ମାତ୍ରେ ବଜାରରେ ଆତଙ୍କ ଖେଳିଗଲା
ସମକକ୍ଷ : ହଇଚଇ
ଅନ୍ୟ ଭାଷାରେ ଅନୁବାଦ :