ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଣ୍ଠୁକୁଡ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଣ୍ଠୁକୁଡ଼ା   ବିଶେଷ୍ୟ

ଅର୍ଥ : ଯେଉଁ ଲୋକ ନିଃସନ୍ତାନ ହୋଇ ମରିଯାଇଛି

ଉଦାହରଣ : ମନୋହର ଆଣ୍ଠୁକୁଡ଼ା ଥିଲା


ଅନ୍ୟ ଭାଷାରେ ଅନୁବାଦ :

वह आदमी जो निस्संतान ही मर गया हो।

मनोहर अऊत ता।
अऊत

ଅର୍ଥ : ଯାହାର ସନ୍ତାନ ନଥାଏ

ଉଦାହରଣ : ଆଣ୍ଠୁକୁଡ଼ାକୁ ସହୃଦୟ ହେବା ଉଚିତ


ଅନ୍ୟ ଭାଷାରେ ଅନୁବାଦ :

वह जो बच्चा न हो।

अशिशुओं पर भी ध्यान देना आवश्यक है।
अशिशु

ଆଣ୍ଠୁକୁଡ଼ା   ବିଶେଷଣ

ଅର୍ଥ : ଯାହାର ସନ୍ତାନ ହୁଏନାହିଁ(ପୁରୁଷ)

ଉଦାହରଣ : ସନ୍ତାନହୀନ ମଙ୍ଗଳ ଦ୍ୱିତୀୟ ବିବାହ କରିବାକୁ ମନାକରିଦେଲେ

ସମକକ୍ଷ : ସନ୍ତାନହୀନ


ଅନ୍ୟ ଭାଷାରେ ଅନୁବାଦ :

जिसे संतान न हो (पुरुष)।

निपूत मंगल ने दूसरी शादी करने से इंकार कर दिया।
निपूत, निपूता

Without offspring.

In some societies a childless woman is rejected by her tribesmen.
childless