ଅର୍ଥ : କାହାକୁ ନିଜର ମିଛ ବ୍ୟବହାରଦ୍ୱାରା ଭ୍ରମରେ ପକାଇବା
ଉଦାହରଣ :
ଚୋର ଫେରାର ହେବାପାଇଁ ସିପାହୀ ଆଖିରେ ଧୂଳି ଦେଲା
ସମକକ୍ଷ : ଚକମା ଦେବା
ଅନ୍ୟ ଭାଷାରେ ଅନୁବାଦ :
किसी को अपने झूठे व्यवहार से भ्रम में डाल देना।
चोर फ़रार होने के लिए सिपाही को चकमा दिया।Deceive somebody.
We tricked the teacher into thinking that class would be cancelled next week.ଅର୍ଥ : କାହା ସାଥିରେ କପଟପୂର୍ଣ୍ଣ ବ୍ୟବହାର କରିବା
ଉଦାହରଣ :
ସେ ମୋ ସହିତ ଛଳନା କଲା
ସମକକ୍ଷ : ଛଳ କରିବା ଧୋକାଦେବା, ଛଳନା କରିବା, ପ୍ରବଞ୍ଚନା କରିବା
ଅନ୍ୟ ଭାଷାରେ ଅନୁବାଦ :
किसी के साथ कपटपूर्ण व्यवहार करना।
उसने मुझे छला।