ଅର୍ଥ : ଯାହା ଉପରେ ଆକ୍ରମଣ କିମ୍ବା ଗଣ୍ଡଗୋଳ କରାଯାଇନାହିଁ
ଉଦାହରଣ :
ଆକ୍ରାନ୍ତହୀନ ରାଷ୍ଟ୍ର ଉନ୍ନତିର ଚରମ ଶିଖରରେ ଅଛି
ସମକକ୍ଷ : ଅନାକ୍ରାନ୍ତ
ଅନ୍ୟ ଭାଷାରେ ଅନୁବାଦ :
जिस पर आक्रमण या हमला न किया गया हो।
अनाक्रांत राष्ट्र उन्नति के चरम शिखर पर हैं।