ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆକାଶବାଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆକାଶବାଣୀ   ବିଶେଷ୍ୟ

ଅର୍ଥ : ଯେଉଁ ବାଣୀ ଦେବାଦେବୀ ଆକାଶ ମାର୍ଗରୁ ଶୁଣାଇଥାନ୍ତି

ଉଦାହରଣ : ଦୈବୀବାଣୀ ସର୍ବଦା ସତ୍ୟ ହୁଏ

ସମକକ୍ଷ : ଦେବବାଣୀ, ଦୈବୀବାଣୀ


ଅନ୍ୟ ଭାଷାରେ ଅନୁବାଦ :

वह बात जो ईश्वर की ओर से कही हुई और आकाश से सुनाई पड़नेवाली मानी जाती है।

आकाशवाणी हमेशा सच होती है।
अनाहद-वाणी, आकाश-वचन, आकाशभाषित, आकाशवचन, आकाशवाणी, इलहाम, दिव्य वाणी, दिव्यवाक्य, देववाणी, दैवीवाणी, पुष्पशकटी

Communication of knowledge to man by a divine or supernatural agency.

divine revelation, revelation

ଅର୍ଥ : ଯେଉଁ ପ୍ରଣାଳୀରେ ବିଦ୍ୟୁତ ଚୁମ୍ବକୀୟ ତରଙ୍ଗଦ୍ୱାରା ରେଡ଼ିଓରେ କାର୍ଯ୍ୟକ୍ରମର ବିଧିବଦ୍ଧ ପ୍ରସାରଣ କରାଯାଏ

ଉଦାହରଣ : ଆକାଶବାଣୀ ଓ ଦୂରଦର୍ଶନର ବିଜ୍ଞାପନ ସେବାଦ୍ୱାରା ସରକାରଙ୍କୁ ରାଜସ୍ୱ ପ୍ରାପ୍ତି ହୁଏ


ଅନ୍ୟ ଭାଷାରେ ଅନୁବାଦ :

वह प्रणाली जिसके तहत विद्युतचुंबकीय तरंगों के द्वारा रेडियो पर कार्यक्रम प्रसारित किए जाते हैं।

आकाशवाणी और दूरदर्शन की विज्ञापन सेवाओं से सरकार को राजस्व प्राप्त होता है।
आकाशवाणी

ଅର୍ଥ : ଯେଉଁ ସ୍ଥାନରୁ ରେଡ଼ିଓର କାର୍ଯ୍ୟକ୍ରମ ପ୍ରସାରିତ କରାଯାଏ

ଉଦାହରଣ : କୃଷି ଚର୍ଚ୍ଚାପାଇଁ କାକା ଆକାଶବାଣୀ କେନ୍ଦ୍ର ଯାଇଥିଲେ

ସମକକ୍ଷ : ଆକାଶବାଣୀ କେନ୍ଦ୍ର, ରେଡ଼ିଓ ଷ୍ଟେସନ୍‌


ଅନ୍ୟ ଭାଷାରେ ଅନୁବାଦ :

वह स्थान जहाँ से रेडियो पर कार्यक्रम प्रसारित किए जाते हैं।

कृषि परिचर्चा के लिए चाचाजी आकाशवाणी केंद्र गए थे।
आकाशवाणी, आकाशवाणी केंद्र, आकाशवाणी केन्द्र, रेडियो स्टेशन