ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଢ଼େଇ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଢ଼େଇ   ବିଶେଷଣ

ଅର୍ଥ : ଦୁଇ ଏବଂ ଅଧେ ମିଶି ପ୍ରାପ୍ତ ସଂଖ୍ୟା

ଉଦାହରଣ : ଦଶ ବର୍ଷରେ ଜିନିଷଗୁଡ଼ିକର ଦାମ ଅଢ଼େଇଗୁଣା ବଢ଼ିଯାଇଛି

ଅର୍ଥ : ଦୁଇ ଓ ଅଧା

ଉଦାହରଣ : ମୁଁ ରାମ ଠାରୁ ଅଢ଼େଇ ଟଙ୍କା ଧାର ନେଲି


ଅନ୍ୟ ଭାଷାରେ ଅନୁବାଦ :

दो और आधा।

मैंने राम से ढाई रुपये कर्ज लिये।
अढ़ाई, ढाई