ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଉପକାରର ବିପରୀତ କାମ ବା ଅନୁଚିତ ବା ଖରାପ କାମ
ଉଦାହରଣ : କାହାରି କ୍ଷତି କରନାହିଁ
ସମକକ୍ଷ : ଅକଲ୍ୟାଣ, ଅପକାର, ଅମଙ୍ଗଳ, କ୍ଷତି, ନୋକସାନ, ଲୋକସାନ, ହାନି
ଅନ୍ୟ ଭାଷାରେ ଅନୁବାଦ :हिन्दी English
उपकार के विपरीत काम या अनुचित या बुरा काम।
A damage or loss.
ଅର୍ଥ : ଯେଉଁଥିରେ କଲ୍ୟାଣ ବା ମଙ୍ଗଳ ହୁଏନାହିଁ
ଉଦାହରଣ : ତୁମର ଏହି କାମରେ ସମସ୍ତଙ୍କର ଅମଙ୍ଗଳ ହିଁ ହେବ
ସମକକ୍ଷ : ଅକଲ୍ୟାଣ, ଅନିଷ୍ଟ, ଅମଙ୍ଗଳ
ଅନ୍ୟ ଭାଷାରେ ଅନୁବାଦ :हिन्दी
वह जिससे किसी का कल्याण, मंगल या हित न हो।
ସଂସ୍ଥାପନ କରନ୍ତୁ