ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅହିଂସା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅହିଂସା   ବିଶେଷ୍ୟ

ଅର୍ଥ : ଯୋଗଶାସ୍ତ୍ର ଅନୁସାରେ ପାଞ୍ଚଟି ଯମରୁ ପ୍ରଥମଟି

ଉଦାହରଣ : ମନ,ବଚନ ତଥା କର୍ମରେ ଯେ କୌଣସି ପ୍ରାଣୀକୁ କଷ୍ଟ ନଦେବା ହିଁ ଅହିଂସା


ଅନ୍ୟ ଭାଷାରେ ଅନୁବାଦ :

योगशास्त्र के अनुसार पाँच यमों में से पहला।

मन, वचन तथा कर्म से किसी भी प्राणी को पीड़ा न पहुँचाना ही अहिंसा है।
अहिंसा

ଅର୍ଥ : ହିଂସା ନ କରିବାର କ୍ରିୟା

ଉଦାହରଣ : ଗାନ୍ଧିଜୀ ଅହଂସାର ବଡ଼ ପୂଜାରୀ ଥିଲେ ଅହିଂସା ପରମ ଧର୍ମ


ଅନ୍ୟ ଭାଷାରେ ଅନୁବାଦ :

हिंसा न करने की क्रिया।

गाँधीजी अहिंसा के बहुत बड़े पुजारी थे।
अहिंसा परमो धर्मः।
अहिंसा

A Buddhist and Hindu and especially Jainist doctrine holding that all forms of life are sacred and urging the avoidance of violence.

ahimsa