ଅର୍ଥ : ଯାହା ସ୍ୱୀକାର କରିବାପାଇଁ ଯୋଗ୍ୟ ନୁହେଁ
ଉଦାହରଣ :
ଆପଣ ବାରମ୍ବାର ଅଗ୍ରାହ୍ୟ ଉପଦେଶ କ’ଣପାଇଁ ଦିଅନ୍ତି ?
ସମକକ୍ଷ : ଅଗ୍ରହଣୀୟ, ଅଗ୍ରାହ୍ୟ, ଅମାନ୍ୟ
ଅନ୍ୟ ଭାଷାରେ ଅନୁବାଦ :
जो लेने या स्वीकार करने के योग्य न हो।
आप बार-बार अस्वीकार्य सुझाव ही क्यों देते हैं।