ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସ୍ଥିମୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସ୍ଥିମୟ   ବିଶେଷଣ

ଅର୍ଥ : ଯେଉଁଠି ଶେଷରେ ହାଡ଼ ମାତ୍ର ରହିଯାଇଛି

ଉଦାହରଣ : ଦୁଇତିନିମାସ ଖାଦ୍ୟ ଗ୍ରହଣ ନକରିବା ଫଳରେ ତା ବୁଢୀମା’ର ଦେହ ହାଡ଼ମୟ ହୋଇଯାଇଛି

ସମକକ୍ଷ : କଙ୍କାଳସାର, କଙ୍କାଳିଆ, ହାଡ଼ମୟ, ହାଡ଼ୁଆ


ଅନ୍ୟ ଭାଷାରେ ଅନୁବାଦ :

जिसमें हड्डी मात्र शेष रह गयी हो।

दो-तीन महीने से अन्न न ग्रहण करने के कारण उसकी दादी का शरीर अस्थिमय हो गया है।
अस्थिमय, अस्थिशेष, हड़ीला

ଅର୍ଥ : ଅସ୍ଥିରେ ବା ହାଡ଼ରେ ଯାହା ତିଆରି ହୋଇଛି

ଉଦାହରଣ : ରାଜାଙ୍କ ମହଲ ଅସ୍ଥିମୟ ବସ୍ତୁଦ୍ୱାରା ସଜାଯାଇଥିଲା

ସମକକ୍ଷ : ଅସ୍ଥି ନିର୍ମିତ


ଅନ୍ୟ ଭାଷାରେ ଅନୁବାଦ :

जिसका निर्माण अस्थि से हुआ हो या हड्डी का।

राजा का महल अस्थिनिर्मित वस्तुओं से सजाया गया था।
अस्थि निर्मित, अस्थिनिर्मित, अस्थिमय

Composed of or containing bone.

Osseous tissue.
bony, osseous, osteal