ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସେସର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସେସର   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତି ନ୍ୟାୟାଧୀଶଙ୍କୁ ଅପରାଧୀଙ୍କ ସମ୍ବନ୍ଧରେ ନିଜର ମତାମତ ଦେବାଲାଗି ନିଯୁକ୍ତ

ଉଦାହରଣ : ଅସେସରଙ୍କ ବୁଝାଶୁଝା ଯୋଗୁଁ ଜଣେ ନିରପରାଧୀ ବ୍ୟକ୍ତି ସଜା ଭୋଗିବାରୁ ରକ୍ଷା ପାଇଗଲା


ଅନ୍ୟ ଭାଷାରେ ଅନୁବାଦ :

वह व्यक्ति जो न्यायाधीश को अपराधी के संबंध में अपनी सम्मति देने के लिए नियुक्त होता है।

असेसर की सूझबूझ से एक निरपराधी व्यक्ति सजा भुगतने से बच गया।
असेसर