ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସାଢ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସାଢ଼ା   ବିଶେଷ୍ୟ

ଅର୍ଥ : ଗୋଟିଏ ପ୍ରକାରର ଖଣ୍ଡ

ଉଦାହରଣ : ମା ଅସାଢ଼ାରେ ଭଳିକିଭଳି ମିଠାଇ ଗଢନ୍ତି

ସମକକ୍ଷ : କନ୍ଦ


ଅନ୍ୟ ଭାଷାରେ ଅନୁବାଦ :

एक तरह की खाँड।

माँ असाढ़ा से तरह-तरह के मिष्टान्न बनाती हैं।
असाढ़ा, कच्ची चीनी

ଅର୍ଥ : ସୂକ୍ଷ୍ମଭାବେ କଟାଯାଇଥିବା ଗୋଟିଏ ପ୍ରକାରର ରେଶମ ସୂତା

ଉଦାହରଣ : ଶୀଲା ଅସାଢ଼ାରେ ସୂଚୀକାମ କରୁଛି


ଅନ୍ୟ ଭାଷାରେ ଅନୁବାଦ :

एक तरह का महीन बटा हुआ रेशम का धागा।

शीला असाढ़ा से कढ़ाई कर रही है।
असाढ़ा