ଅର୍ଥ : ଯାହାର ସାଧନ ହୋଇପାରୁନାହିଁ ବା ଯାହା ସାଧ୍ୟ ନୁହେଁ
ଉଦାହରଣ :
ଦୟାକରି ମୋତେ ଅନ୍ୟ କାମ ଦିଅନ୍ତୁ, ଏ କାମ ମୋ ନିମନ୍ତେ ଅସାଧ୍ୟ
ଅନ୍ୟ ଭାଷାରେ ଅନୁବାଦ :
Not capable of being carried out or put into practice.
Refloating the sunken ship proved impracticable because of its fragility.ଅର୍ଥ : ଯାହାର ଚିକିତ୍ସା ସମ୍ଭବ ନୁହେଁ
ଉଦାହରଣ :
ରକ୍ତ କ୍ୟାନସର ଏବେ ବି ଅସାଧ୍ୟ ରୋଗହୋଇ ରହିଛି
ସମକକ୍ଷ : ଚିକିତ୍ସାତୀତ, ଦୁସାଧ୍ୟ
ଅନ୍ୟ ଭାଷାରେ ଅନୁବାଦ :
जिसकी चिकित्सा संभव न हो।
रक्त कैंसर अभी भी असाध्य रोग है।