ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ସିଦ୍ଧାନ୍ତ ଅନୁସାରେ କେବଳ ବ୍ରହ୍ମ ସତ୍ୟ ଏବଂ ଜଗତ ମିଥ୍ୟା ଏବଂ ଭ୍ରମ କାରଣରୁ ଜଗତ ସତ୍ୟ ପ୍ରତୀତ ହୋଇଥାଏ
ଉଦାହରଣ : ପ୍ରାଚୀନ କାଳରେ ବି କିଛି ଭାରତୀୟ ପଣ୍ଡିତ ମାୟାବାଦର ଦୃଢ଼ ସମର୍ଥନ କରୁଥିଲେ
ସମକକ୍ଷ : ମାୟାବାଦ, ମିଥ୍ୟାବାଦ
ଅନ୍ୟ ଭାଷାରେ ଅନୁବାଦ :हिन्दी
यह सिद्धांत कि केवल ब्रह्म सत्य है और जगत मिथ्या है,भ्रम के कारण जगत सत्य प्रतीत होता है।
ସଂସ୍ଥାପନ କରନ୍ତୁ