ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଷ୍ଟ୍ରେଲିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଷ୍ଟ୍ରେଲିଆ   ବିଶେଷ୍ୟ

ଅର୍ଥ : ଯେଉଁ ଦେଶଟି ସମ୍ପୂର୍ଣ୍ଣରୂପେ ଅଷ୍ଟ୍ରେଲିଆ ମହାଦ୍ୱୀପକୁ ଘେରି ରହିଛି

ଉଦାହରଣ : ଅଷ୍ଟ୍ରେଲିଆକୁ ସର୍ବପ୍ରଥମେ କୋଡ଼ିଏ ହଜାର ବର୍ଷ ପୂର୍ବେ ଦକ୍ଷିଣ-ପୂର୍ବ ଏସୀୟ ମାନେ ଆସିଥିଲେ


ଅନ୍ୟ ଭାଷାରେ ଅନୁବାଦ :

एक देश जो पूरे आस्ट्रेलिया महाद्वीप को घेरे हुए है।

आस्ट्रेलिया में सबसे पहले बीस हजार वर्ष पूर्व दक्षिण-पूर्वी एशियाई आए थे।
आस्ट्रेलिया, आस्ट्रेलिया देश, ऑस्ट्रेलिया, ऑस्ट्रेलिया देश

ଅର୍ଥ : ଗୋଟିଏ ମହାଦ୍ୱୀପ

ଉଦାହରଣ : ଅଷ୍ଟ୍ରେଲିଆ ସବୁଠୁ ଛୋଟ ମହାଦ୍ୱୀପ

ସମକକ୍ଷ : ଅଷ୍ଟ୍ରେଲିଆ ମହାଦ୍ୱୀପ


ଅନ୍ୟ ଭାଷାରେ ଅନୁବାଦ :

The smallest continent. Between the South Pacific and the Indian Ocean.

australia