ଅର୍ଥ : ଭଗବତୀଙ୍କ ଆଠରୂପ
ଉଦାହରଣ :
ତାରା,ଉଗ୍ରା,ମହୋଗ୍ରା,ବଜ୍ରା,କାଳୀ,ସରସ୍ୱତୀ,କାମେଶ୍ୱରୀ ଏବଂ ଚାମୁଣ୍ଡା ଏ ଅଷ୍ଟତାରିଣୀ
ଅନ୍ୟ ଭାଷାରେ ଅନୁବାଦ :
भगवती के आठ रूप।
तारा, उग्रा महोग्रा, व्रजा, काली, सरस्वती, कामेश्वरी तथा चामुण्डा ये अष्टतारिणी हैं।