ଅର୍ଥ : ଅଶ୍ୱାରୋହୀସେନାଙ୍କ ଅଧିକାରୀ
ଉଦାହରଣ :
ବଳୀ ଶାହା ଜଣେ ଶ୍ରେଷ୍ଠ ଅଶ୍ୱାଧ୍ୟକ୍ଷ ଥିଲେ
ସମକକ୍ଷ : ଅଶ୍ୱାଧ୍ୟକ୍ଷ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମଦ୍ରଦେଶର ଜଣେ ଧର୍ମପରାୟଣ ରାଜା
ଉଦାହରଣ :
ଅଶ୍ୱପତି ସାବିତ୍ରୀଙ୍କ ପିତା ଥିଲେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : କୈକୟଦେଶର ରାଜକୁମାରଙ୍କ ଉପାଧି
ଉଦାହରଣ :
ରାଜକୁମାରଙ୍କୁ ଅଶ୍ୱପତି ଉପାଧିରେ ସମ୍ମାନିତ କରାଗଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଘୋଡ଼ା ମାଲିକ
ଉଦାହରଣ :
ଅଶ୍ୱପତିଙ୍କପାଖରେ ପଚାଶଟି ଘୋଡ଼ା ଅଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭରତଙ୍କ ମାମୁଁ
ଉଦାହରଣ :
ଅଶ୍ୱପତିଙ୍କ ଉଲ୍ଲେଖ ରାମାୟଣରେ ମିଳେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical being