ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଶ୍ଳୀଳତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଶ୍ଳୀଳତା   ବିଶେଷ୍ୟ

ଅର୍ଥ : କାବ୍ୟରେ ଥିବା ଗୋଟିଏ ଦୋଷ

ଉଦାହରଣ : ତାଙ୍କର ରଚନା ସମୂହ ଅଶ୍ଳୀଳତା ପାଇଁ ବିଶେଷ ରୂପରେ ଜଣାଶୁଣା


ଅନ୍ୟ ଭାଷାରେ ଅନୁବାଦ :

काव्य का एक दोष विशेष।

उनकी रचनाएँ अश्लीलता के लिए विशेष रूप से जाना जाता है।
अश्लीलता

ଅର୍ଥ : ଅଶ୍ଳୀଳ ହେବାର ଅବସ୍ଥା ବା ଭାବ

ଉଦାହରଣ : ଅଶ୍ଳୀଳତା କାରଣରୁ ତା ବହି ଉପରେ ପ୍ରତିବନ୍ଧକ ଲଗାଇ ଦିଆଗଲା


ଅନ୍ୟ ଭାଷାରେ ଅନୁବାଦ :

अश्लील होने की अवस्था या भाव।

अश्लीलता के कारण उनकी पुस्तक पर रोक लगा दी गयी है।
अवाच्यता, अश्लीलता, निश्शीलता, फूहड़ता, फूहड़पन, भद्दापन

The quality of being indecent.

indecency