ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଳ୍ପସଂଖ୍ୟକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଳ୍ପସଂଖ୍ୟକ   ବିଶେଷଣ

ଅର୍ଥ : ଗଣନାରେ ଯାହା ଅନ୍ୟ ଅପେକ୍ଷା କମ୍‌ ହୋଇଥାଏ

ଉଦାହରଣ : ସେ ନିର୍ବାଚନ ପ୍ରଚାରରେ ଆସି ଅଳ୍ପସଂଖ୍ୟକ ଲୋକଙ୍କ ସହିତ ମିଶି ସେମାନଙ୍କର ଅସୁବିଧାକୁ ଦୂର କରିବାପାଇଁ ପ୍ରତିଜ୍ଞା କଲେ

ସମକକ୍ଷ : କେତୋଟି


ଅନ୍ୟ ଭାଷାରେ ଅନୁବାଦ :

जो दूसरों की अपेक्षा गिनती में कम हो।

उसने चुनाव के दौरान अल्पसंख्यक लोगों से मिलकर उनकी परेशानियों को दूर करने का वादा किया।
अल्पसंख्य, अल्पसंख्यक