ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଳଂବୁଷା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଳଂବୁଷା   ବିଶେଷ୍ୟ

ଅର୍ଥ : ପଶି ଆସିବାକୁ ରୋକିବା ପାଇଁ ଟଣା ଯାଇଥିବା ରେଖା

ଉଦାହରଣ : ଅଳଂବୁଷା ପାର ହୋଇ ସୀତା ଭିକ ଦେବାକୁ ବାହାରି ଆସିଲେ


ଅନ୍ୟ ଭାଷାରେ ଅନୁବାଦ :

घुसने से रोकने के लिए खींची गई रेखा।

अलंबुषा पार कर सीता भीख देने बाहर आ गई थी।
अलंबुषा, अलम्बुषा

ଅର୍ଥ : ଜଣେ ଅପ୍ସରା

ଉଦାହରଣ : ପୁରାଣରେ ଅଳଂବୁଷାଙ୍କ ବର୍ଣ୍ଣନା ମିଳେ

ସମକକ୍ଷ : ଅଳମ୍ବୁଷା


ଅନ୍ୟ ଭାଷାରେ ଅନୁବାଦ :

एक अप्सरा।

अलंबुषा का वर्णन पुराणों में मिलता है।
अलंबुषा, अलम्बुषा

(classical mythology) a minor nature goddess usually depicted as a beautiful maiden.

The ancient Greeks believed that nymphs inhabited forests and bodies of water.
nymph