ଅର୍ଥ : ଯାହା ଉପରେ କିଛି ଲେଖା ବା ଛପା ହୋଇ ନ ଥାଏ
ଉଦାହରଣ :
ସେ ସାଦା କାଗଜ ଉପରେ ମୋର ଦସ୍ତଖତ କରାଇଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଲିପିବଦ୍ଧ ହୋଇନାହିଁ
ଉଦାହରଣ :
ଶ୍ୟାମ ଅଲିଖିତ ଲୋକ କଥାଗୁଡ଼ିକୁ ଲିପିବଦ୍ଧ କରି ଜନମାନସ ସାମନାରେ ରଖୁଛି
ସମକକ୍ଷ : ଅଲିପିବଦ୍ଧ
ଅନ୍ୟ ଭାଷାରେ ଅନୁବାଦ :
Not furnished with or using a script.
Unrehearsed and unscript spot interviews.