ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଭଲ ବା କାମଯୋଗ୍ୟ ଜିନିଷ ଅଲଗା କରିବା
ଉଦାହରଣ : ମାଲିକ ଚାକରଦ୍ୱାରା ଶସ୍ୟଗୁଡ଼ିକ ବଛାଉଛନ୍ତି
ସମକକ୍ଷ : ବଛାଇବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
अच्छी या काम की चीज़ें अलग करवाना।
Pick the best.
ଅର୍ଥ : ବାହାର କରିବା କାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ : ଶାଶୁ ବୋହୂଉପରେ ମିଛ ଆରୋପ ଲଗାଇ ତାକୁ ଘରୁ ବାହାର କରାଇଦେଲା
ସମକକ୍ଷ : ତଡାଇବା, ବହିଷ୍କାର କରିବା, ବାହାର କରାଇବା
ଅନ୍ୟ ଭାଷାରେ ଅନୁବାଦ :हिन्दी
निकालने का काम दूसरे से कराना।
ସଂସ୍ଥାପନ କରନ୍ତୁ