ଅର୍ଥ : ଏଭଳି କଥା ଯାହାର କିଛି ମୂଲ୍ୟ ନାହିଁ
ଉଦାହରଣ :
ଆପଣଙ୍କର ଏଣୁତେଣୁ କଥା ଶୁଣିବାପାଇଁ ମୋ ପାଖରେ ସମୟ ନାହିଁ
ସମକକ୍ଷ : ଅଯୌକ୍ତିକକଥା, ଅସଙ୍ଗତ କଥା, ଏଣୁତେଣୁ କଥା, ବେକାର କଥା
ଅନ୍ୟ ଭାଷାରେ ଅନୁବାଦ :
ऐसी बात जो मतलब की न हो।
तुम्हारी ऊलजलूल बातें सुनने के लिए मेरे पास समय नहीं है।