ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅରୁଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅରୁଆ   ବିଶେଷ୍ୟ

ଅର୍ଥ : ନ ବାମ୍ଫେଇ ବା ନ ଉଁଷେଇ ଧାନରୁ ବାହାରୁଥିବା ଚାଉଳ

ଉଦାହରଣ : ମୋତେ ଅରୁଆ ଭାତ ଭଲ ଲାଗେ

ସମକକ୍ଷ : ଅରୁଆ ଚାଉଳ


ଅନ୍ୟ ଭାଷାରେ ଅନୁବାଦ :

बिना उबाले हुए या बिना भूने हुए धान से निकाला हुआ चावल।

मुझे अरवा का ही भात पसंद है।
अरवा, अरवा चावल, शुक्लौदन

Grains used as food either unpolished or more often polished.

rice